Videos

Video: ସମ୍ୱଲପୁରୀ ଗୀତରେ କୁକିଜଙ୍କ ଠୁମକା, ଦେଖନ୍ତୁ ଭିଡିଓ

Video: ନିଜର ନିଆରା ଅଭିନୟ ଏବଂ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି କୁକିଜ୍ ସ୍ୱାଇଁ । ସୋସିଆଲ ମିଡିଆ ଯୁଗରେ କୁକିଜ୍ ନିଜ ପ୍ରଶଂସକଙ୍କ ନିକଟରେ ପହଞ୍ଚିବା ସହ ଭଲ ପାଇବା ସାଉଣ୍ଟିବା ପାଇଁ ଅନେକ ସମୟରେ ସୁନ୍ଦର ରିଲ୍ସ ଗୁଡିକ ଅପଲୋଡ କରିଥାନ୍ତି । କୁକିଜଙ୍କ ରିଲ୍ସ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ । ନିକଟରେ ଏକ ରାସ୍ତା କଡରେ କାର୍ ସାମ୍ନାରେ କୁକିଜ୍ ଏହି ରିଲ୍ସ,ଟି ପ୍ରସ୍ତୁତ କରିଥିଲେ ଯାହା ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ୍ କରୁଛି

Video Thumbnail
Advertisement
Read More