Videos

Archita New Video: ନୂଆ ଭିଡିଓ ସେୟାର କରି ଅର୍ଚ୍ଚିତା ଲେଖିଲେ We Are Coming...

ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସଦାସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତେବେ କିଛିଦିନ ତଳେ ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । କାରଣ ଅଭିନେତ୍ରୀ ଏକ ସୁନ୍ଦର ଗୀତ ସହ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, Stay tuned ! Something gorgeous dropping soon...ତେବେ ଏହି ଭିଡିଓରେ କମେଣ୍ଟ ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଅନେକ ଫ୍ୟାନ୍ସ ଲେଖିଛନ୍ତି ଯେ, କେବେ ନୂଆ ଫିଲ୍ମ ରିଲିଜ ହେଉଛି...ହେଲେ ଏନେଇ କିଛି ରିପ୍ଲାଏ ଦେଇନାହାଁନ୍ତି ଅର୍ଚ୍ଚିତା

Video Thumbnail
Advertisement
Read More