Videos

Video: ତାଳ ଗଛରେ ବନ୍ଧା ହେଲେ ଓଲିଉଡ ଅଭିନେତା ସ୍ୱରାଜ

Video: ଓଲିଉଡ ଅଭିନେତା ସ୍ୱରାଜ ବାରିକ ଅଭିନିତ ନୂଆ ସିନେମା 'ଖୋକା ଭାଈ ତମ ପାଇଁ' ରିଲିଜ ହେବାକୁ ଯାଉଛି ଦଶହରା ବଜାରରେ । ଏହି ସିନେମା ପାଇଁ ବର୍ତ୍ତମାନ ପୂରା ଟିମ୍ ପ୍ରମୋଶନ ପାଇଁ ଲାଗିପଡିଛନ୍ତି । ସିନେମାର ପୋଷ୍ଟର ଏବଂ ଟିଜର ରିଲିଜ୍ ହୋଇସାରିଛି । ଦର୍ଶକମାନେ ସ୍ୱରାଜଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ ।

Video Thumbnail
Advertisement
Read More