Videos

Video: ରାସ୍ତା ମଝିରେ କୁକୁରକୁ କୁଣ୍ଢାଇଲେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

Video: ଦମଦାର ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଜଣେ ପଶୁ ପ୍ରେମୀ । ଅନେକ ସମୟରେ ସେ ବାହାରେ ବୁଲୁଥିବା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଖାଇବାକୁ ଦେଇଥାନ୍ତି । ପଶୁଙ୍କ ପ୍ରତି ଏତେ ମାତ୍ରାରେ ଭଲ ପାଇବା ରହିଛି ବୁଦ୍ଧାଦିତ୍ୟଙ୍କର ତାହା ଆପଣ ନିଜେ ନଦେଖିଲେ ବିଶ୍ୱାସ କରିପାରିବେନି । ଦେଖନ୍ତୁ ରାସ୍ତା କଡରେ ବୁଲୁଥିବା ଏକ ବୁଲା କୁକୁରକୁ କୋଳରେ ଧରି କିପରି ବୁଦ୍ଧାଦିତ୍ୟ ତାକୁ ଆଉଁସିବାରେ ଲାଗିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More