Videos

Viral Video: ଅନର୍ଗଳ ଓ ସ୍ପଷ୍ଟ ଇଂରାଜୀ କହୁଛନ୍ତି ଭିକ ମାଗୁଥିବା ଏହି ବୁଢୀ ମାଉସୀ, ବିଶ୍ୱାସ ହେଉ ନଥିଲେ ଦେଖନ୍ତୁ ଭିଡିଓ

English Speaking Dadi Viral Video: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବୁଢୀ ମାଆ ଜଣକ, ଫ୍ଲୁଏଣ୍ଟ ଇଂଲିସ୍ କହୁଛନ୍ତି, ତଥାପି ସେ ରୋଜଗାର କରିବାକୁ ଭିକ୍ଷା ମାଗୁଛନ୍ତି ଓ ସେ ତାଙ୍କର ବୟସ ୮୧ ବର୍ଷ । ଜଣେ କଣ୍ଟେଣ୍ଟ କ୍ରିଏଟର ଏହି ବୃଦ୍ଧାଙ୍କ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଖନ୍ତୁ ଏହି ଭିଡିଓ ।

Video Thumbnail
Advertisement
Read More