Videos

Weather Report: ରାଜ୍ୟର ଏହି ସ୍ଥାନମାନଙ୍କରେ ବଢି ଚାଲିଛି ଶୀତର ପ୍ରକୋପ, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ରାଜ୍ୟରେ ଧୀରେ ଧୀରେ ବଢି ଚାଲିଛି ଶୀତର ପ୍ରକୋପ । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ସବୁଠି ଜାଡ଼ର ମାଡ଼ରେ ଥରହର ଜନଜୀବନ । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହୁଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ରାତିର ତାପମାତ୍ରା ଲଗାତର ତଳ ମୁହାଁ ହେଉଛି ।

Video Thumbnail
Advertisement
Read More