Videos

Weather Report: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରୁ ଏବେ ଗାଏବ ହୋଇଯାଇଛି ଶୀତ (cold)। ରାଜ୍ୟରେ ଏବେ କୌଣସି ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre)ସୂଚନା ଦେଇଛି। ରବିବାର ରାତିରେ ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ ଓ ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ ରହିଛି। ସେହିପରି ସୋମବାର ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ ରହିଛି। ସେହିପରି ସୋମବାର ରାତିରେ ମାଲକାନଗିରି ଦିନର ତପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି।

Video Thumbnail
Advertisement
Read More