Videos

Weather Report: ରାଜ୍ୟରେ ବଢ଼ି ଚାଲିଛି ଥଣ୍ଡା, ୧୫ ଡିଗ୍ରୀ ତଳେ ଟେମ୍ପ୍ରେଚର..

Weather Update: ରାଜ୍ୟରେ ପାରଦ ହଠାତ୍ ତଳକୁ ଖସିଛି (winter in Odisha) । ଅନେକ ସ୍ଥାନରେ ରାତି ତାପମାତ୍ରା(temperature) ୧୫ ଡିଗ୍ରୀ ତଳକୁ ଖସି ଆସିଛି । କେନ୍ଦୁଝରରେ ପାରଦ ସବୁଠୁ କମ୍ ୯.୮ ଡିଗ୍ରୀ ତଳେ ରହିଛି। ୧୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି ଯେ, ଏବେ ବାୟୁ ମଣ୍ତଳରେ ଜଳୀୟ ବାଷ୍ପ କମି ଯାଇଛି।

Video Thumbnail
Advertisement
Read More