Videos

Weather Report: ବଦଳୁଛି ରାଜ୍ୟର ପାଣିପାଗ, ଆଗକୁ ଆହୁରି ବଢିବ ଶୀତ..

Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାତିରେ କୋରାପୁଟରେ ସବୁଠୁ ବଦଳୁଛି ରାଜ୍ୟର ପାଣିପାଗ। ଓଡି଼ଶାରେ ଲାଗି ରହିଥିବା କୋହଲା ପାଗ ଛାଡି ଛାଡି଼ଯାଇଛି। ମାର୍ଗଶିର ମାସରେ ମଧ୍ୟ ଶୀତ (Winter) ଅନୁଭୂତ ହେଉନି। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ‌ରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରାରେ (Temperature) ପରିବର୍ତ୍ତନ ହୋଇଛି । ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।

Video Thumbnail
Advertisement
Read More