Videos

Weather Report: ୪ ଜିଲ୍ଲାରେ ହାଲୁକା ବର୍ଷା ଓ ୬ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ଜାଡ଼ରେ ଥରହର ସାରା ରାଜ୍ୟ । ଗୋଟେ ପଟେ ଶୀତ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଶନିବାର କିଛି ଜିଲ୍ଲାରେ ବର୍ଷା ନେଇ ସମ୍ଭାବନା ରହିଛି । ଖାସ୍ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Video Thumbnail
Advertisement
Read More