Videos

Weather Report: ଘନ କୁହୁଡି଼ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଗୁରୁବାର ସକାଳେ ରାଉରକେଲାରେ ଘନ କୁହୁଡି଼ ଦୃଶ୍ୟମାନ ହୋଇଛି। କୁହୁଡି଼ ଯୋଗୁଁ ଦୃଶ୍ୟମାନ ଦୂରତା ୫୦ ମିଟରକୁ ଖସି ଆସିଥିଲା। ରାଉରକେଲା ବ୍ୟତିତ ଫୁଲବାଣୀ, କୋରାପୁଟ୍, ସୁବର୍ଣ୍ଣପୁର, କଟକ, ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ଘନ କହୁଡି (heavy fog) ପଡିଛି। ଏଥିସହ ଭବାନୀପାଟଣା ଏବଂ କେନ୍ଦୁଝରରେ ହାଲୁକା କୁହୁଡି଼ ଦୃଶ୍ୟମାନ ହୋଇଛି।

Video Thumbnail
Advertisement
Read More