Videos

Weather Report: ରାଜ୍ୟର ଏହି ଜିଲ୍ଲାମାନଙ୍କରେ ପ୍ରବଳ ଶୀତ ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ରାଜ୍ୟରେ ଶୀତର (Winter) ପ୍ରକୋପ କମିବା ସହ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀକୁ ବୃଦ୍ଧି ପାଇଛି । କିନ୍ତୁ ଗତ କିଛି ଦିନ ହେବ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି ରାଜ୍ୟର ବହୁ ସ୍ଥାନ । ଆସନ୍ତା ୨ ଦିନ ଏମିତି ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ସୂଚନାଯୋଗ୍ୟ, ଆସନ୍ତା ୨୯ ତାରିଖରୁ ଶୀତ (Winter) ଆହୁରି କମିବ ।

Video Thumbnail
Advertisement
Read More