Videos

Weather Report: ରାଜ୍ୟରେ ଜାରି ରହିଛି ଶୀତର ଲହରୀ, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଆଜି ଶୀତ ସାମାନ୍ୟ ହ୍ରାସ ପାଇଛି। ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗକୁ ଘନ କୁହୁଡି ବଢିବ। ଏ-ନେଇ ଆଞ୍ଚଳିକ ପାଣିପାଗ ବିଭାଗ(Meteorological Centre, Bhubaneswar) ପକ୍ଷରୁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ (Yellow alert)ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ଣ ଓ ଶୁଷ୍କ ପବନ ପ୍ରବାହ ବଢୁଥିବାରୁ ତାପମାତ୍ରା ବୃଦ୍ଧି ହେବା ସହିତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି଼ (Fog) ଅନୁଭୁତ ହେଉଛି।

Video Thumbnail
Advertisement
Read More