Videos

Odisha News: ନଜର ପକାନ୍ତୁ ବର୍ତ୍ତମାନର ୫ଟି ବଡ଼ ଖବର ଉପରେ..

Odisha News: କିଛି ଦିନର ବ୍ରେକ୍‌‌ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଆସନ୍ତା ୧୫ ତାରିଖରୁ ଅର୍ଥାତ କାଲିଠୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୫ରୁ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ୧୮ ପରେ ଏକ ଲଘୁଚାପ ସୃଷ୍ଟି ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।ବାହାରେ ଅଳିଆ ପକାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ ।

Odisha News: Odisha Top 5  News Of 14th august 

Video Thumbnail
Advertisement
Read More