Videos

Dance Video: ଫୁଲୁକା ଗାଲ ଗୀତରେ କୁନି ଝିଅଟି କଲା କ୍ୟୁଟ୍ ଡ୍ୟାନ୍ସ, ଭିଡିଓ ଦେଖି ଆପଣ ମଧ୍ୟ କରିବେ ତାରିଫ୍

Kid Dance Video: ଜଣେ କୁନି ଝିଅଟି 'ଫୁଲୁକା ଗାଲ...' ସମ୍ବଲପୁରୀ ଗୀତରେ ନାଚୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହି ଭିଡିଓ ଉପରେ ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଦେଖନ୍ତୁ ଏହି ଭିଡିଓ-

Video Thumbnail
Advertisement
Read More