Videos

Odisha Crime: ଗେଣ୍ଡୁ ଚାରା ଚୋରି କରି ପ୍ରାଣ ହାରିଲା କୁନି ଝିଅ, ଜିବନ ନେଇ ଗଲେ ପଡ଼ୋଶୀ..

Odisha Crime: ଗେଣ୍ଡୁ ଚାରା ପାଇଁ ନାବାଳିକା କୁ ପିଟିପିଟି ମାରିଦେଲେ।ଉଦଳା ଥାନା ଭାଲୁହୁରୁଡ଼ା ଗ୍ରାମରେ ଘଟିଛି ଅଘଟଣ.... ଘରୁ ମିଳିଛି ନାବାଳିକାର ଝୁଲନ୍ତା ମୃତଦେହ....ମୃତକ ହେଲେ ସରସ୍ବତୀ ହାଁସଦା.... ସରସ୍ବତୀଙ୍କ ମା ଗତକାଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏହି ପରୀକି ବିଭିନ୍ନ ସମଚକ୍ରରେ ର ପୋଡଶୀ ଙ୍କ ଘରୁ ଚୋରି କରୁଥିବା ଅଭିଯୋଗ ରେ ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି।

Video Thumbnail
Advertisement
Read More