Videos

Odisha BJD: ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛି ବିଜେପି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ମହିଳାଙ୍କୁ ଅସମ୍ମାନ କରୁଛି ବିଜେପି। ଧମକ ଦେଇ ଭୟଭୀତ କରୁଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ମହିଳାଙ୍କ ପରି ତୃଣମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର ସହ ଧମକାଉଛନ୍ତି ବିଜେପି ନେତା। ସରକାରୀ ଅଧିକାରୀଙ୍କୁ ବଦଳି କରିବା ଦେବାକୁ ଧମକ ଦିଆଯାଉଛି। କେନ୍ଦ୍ରରେ ବିଜେପି ସରକାର ଥିବାରୁ ନିର୍ବାଚନ କମିଶନଙ୍କୁ କହି ବଦଳି କରିଦେବାକୁ ବିଜେପି ନେତା ଧମକ ଦେଉଛନ୍ତି। ନିର୍ବାଚନରେ ବିଜେପି ପାଇଁ କାମ କରିବାକୁ ଧମକ ଦିଆଯାଉଛି।

Video Thumbnail
Advertisement
Read More