Videos

Video: ଧୂଳିଆ 'ଜନ୍ଦା ଗୀତ'ରେ କମାଲ୍ କଲେ ଟିଭି ଅଭିନେତ୍ରୀ

Video: ବର୍ତ୍ତମାନ 'ଧୂଳିଆ ଜନ୍ଦା' ଗୀତକୁ ନେଇ ସାରା ଓଡ଼ିଶାରେ ଚାଲିଛି ଟ୍ରେଣ୍ଡିଂ । କେବଳ ସାଧାରଣ ଲୋକେ ତାହା ନୁହେଁ ବରଂ ସିନେମା ଓ ଟେଲିଭିଜନରେ ଅଭିନେତ୍ରୀମାନେ ମଧ୍ୟ ଏହି ଗୀତକୁ ନେଇ ବିଭିନ୍ନ ରିଲ୍ସ କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଯେଉଁ ରିଲ୍ସଟି ଭାଇରାଲ୍ ହେଉଛି ସେଥିରେ ଦେଖିବାକୁ ମିଳିଛି ଛୋଟ ପରଦା ତଥା ଆପଣଙ୍କ ପ୍ରିୟ ସିରିଏଲ ଅଭିନେତ୍ରୀମାନେ ରିଲ୍ସ ବନାଇଛନ୍ତି । ଦେଖନ୍ତୁ ଏହି ଭିଡିଓ ।

Video Thumbnail
Advertisement
Read More