Videos

Dipti Rekha Video: 'ପରଦେଶିଆ ରାଜା'... ଗୀତରେ ଝୁମିଲେ କଣ୍ଠଶିଳ୍ପୀ ଦୀପ୍ତିରେଖା, ଦେଖନ୍ତୁ ଭିଡିଓ


Dipti Rekha Video: ଓଡିଆ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଦୀପ୍ତିରେଖା ପାଢୀ।  ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁଟିଏ। ଦୀପ୍ତି ଏକାଧିକି ସିନେମା ଓ ଆଲବମ୍ ଗୀତ ଗାଇ ଦର୍ଶକଙ୍କ ମନ କିଣିଛନ୍ତି । କେବଳ ସେତିକି ନୁହେଁ, ତାଙ୍କୁ ଏକାଧିକ ଓଡିଆ ଧାରାବାହିକରେ ମଧ୍ୟ ଦେଖିବାକୁ ମିଳିଛି । ତେବେ, ଏହାରି ଭିତରେ ଦୀପ୍ତିରେଖାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଦେଖନ୍ତୁ ଏହି ସୁନ୍ଦର ଭିଡିଓଟି...

Video Thumbnail
Advertisement
Read More