Videos

Singer Asima Panda Video: କାହା ପାଇଁ ସଜ ହେଉଛନ୍ତି କଣ୍ଠଶିଳ୍ପୀ ଅସୀମା ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

Singer Asima Panda Video: କଣ୍ଠଶିଳ୍ପୀ ଅସୀମା ପଣ୍ତା। ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁ। ଏକାଧିକ ଫିଲ୍ମ ଓ ଆଲବମ୍ ରେ ଗୀତ ଗାଇଛନ୍ତି ସେ। ସେଥିପାଇଁ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତେବେ, ଏହାରି ଭିତରେ ଅସୀମାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଦେଖନ୍ତୁ ଏହି ସୁନ୍ଦର ଭିଡିଓ....

Video Thumbnail
Advertisement
Read More