Videos

Lipi Mohapatra: ମୋନାଲିସା...ଗୀତରେ ଝୁମିଲେ ଅଭିନେତ୍ରୀ ଲିପି, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

Lipi Mohapatra: ଅଭିନେତ୍ରୀ ଲିପି ମହାପାତ୍ର।  ଓଡିଆ ଆଲବମ୍ ରେ ଜଣାଶୁଣା ନାଁଟିଏ। ଦମଦାର ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଦିଦି ନମ୍ବର ଓ୍ବନ୍ ହେଉକି କୌଣସି ରିୟଲିଟି ସୋ। ସବୁଥିରେ ସେ  ଆଗରେ। ତେବେ, ଏହାରି ଭିତରେ ଲିପିଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଲାଗୁଛି ଯେ, ଲିପିଙ୍କୁ କିଏ ପ୍ରେମରେ ସତେ ଯେମିତି ଧୋକା ଦେଇଛି। ଦେଖନ୍ତୁ ଏହି ଭିଡିଓ...

Video Thumbnail
Advertisement
Read More