Videos

Nikita Amar: ସିରିଏଲ ଜଗତର ପ୍ରିୟ ଯୋଡ଼ି ଅମର ନିକିତାଙ୍କ ରୋମାଣ୍ଟିକ ଭିଡିଓ

ଓଡ଼ିଆ ସିରିଏଲ ଜଗତର ସୁପରହିଟ ଯୋଡ଼ି ଭାବେ ଅମର ଓ ନିକିତାଙ୍କ ଯୋଡିକୁ ଖୁବ ପସନ୍ଦ କରାଯାଇଛି। ତେବେ ପ୍ରଥମେ ଏହି ଯୋଡିଙ୍କୁ ଜୀ ସାର୍ଥକର ଏକ ସୁପରହିଟ୍ ସୋ ଝିଲ୍ଲି ସିରିଏଲରେ ଦେଖିବାକୁ ମିଳିଥିଲା। ତେବେ ପପୁଲାର ସିରିଏଲ ଝିଲ୍ଲି ର ଏପିସୋଡ ସରିବା ପରେ ଏହି ଯୋଡିଙ୍କୁ ଖୁବ ମନେ ପକାଉଥିଲେ ଫ୍ୟାନ୍ସ । ହେଲେ ସବୁଠାରୁ ବଡ଼ କଥା ହେଲା ଏହି ଯୋଡ଼ି ପୁଣି ଏକ ସୁନ୍ଦର ସିରିଏଲରେ ନଜର ଆସିବାକୁ ଯାଉଛନ୍ତି । ଓଡ଼ିଶାର ଏକ ନାମୀ ଓ ପରିଚିତ ଚ୍ୟାନେଲରେ ଆଉ ଏକ ସିରିଏଲ ଯାହାର ନାଁ ସିନ୍ଦୂର ଖେଳରେ ନଜର ଆସିବେ।

Video Thumbnail
Advertisement
Read More