Videos

Nisa Moharana Viral Video: ଯାତ୍ରା ଅଭିନେତ୍ରୀ ନିଶାଙ୍କୁ ପ୍ରେମରେ ଧୋକା ଦେଲା କିଏ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

Nisa Moharana Viral Video: ଓଡିଆ ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ଆଇଟମ୍ ଡାନ୍ସର ଭାବେ ଯାତ୍ରା ଜଗତରେ ସୁନାମ ଅର୍ଜିଛନ୍ତି ଅଭିନେତ୍ରୀ। ନିଜ ପୋଷାକକୁ ନେଇ ହେଉ କି ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି ନିଶା । ନିକଟରେ ମଞ୍ଚ ଉପରେ ଡାନ୍ସ କରିବା ସମୟରେ ଅଙ୍ଗ ପ୍ରଦର୍ଶନ କରି ବିବାଦ ଘେରକୁ ଆସିଥିଲେ। ତେବେ, ନିଶାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଦେଖନ୍ତୁ ଏହ ଭିଡିଓଟି...
 

 

Video Thumbnail
Advertisement
Read More