Videos

Girl Dance Video: 'ମୋତେ କେତେ ସତାଉଛୁ' ଗୀତରେ କୁନି ଝିଅଟି କଲା ଚତ୍ମକାର ଡ୍ୟାନ୍ସ, ଭିଡିଓ ଭାଇରାଲ୍

Girl Dance Video: ସୋସିଆଲ ମିଡିଆରେ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଏକ କୁନି ଝିଅଟି ସମ୍ବଲପୁରୀ ଗୀତ 'ଲାଲ୍ ଟହ ଟହ ଗୋଲପ' ଚତ୍ମକାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

Video Thumbnail
Advertisement
Read More