Videos

Video: ମଞ୍ଚରେ ଗିରିଜାଙ୍କ କମାଲ୍, ମଞ୍ଚ ତଳେ ଫ୍ୟାନ୍ସଙ୍କ ଡ୍ୟାନ୍ସ

Video: ନିଜର ନିଆରା ଅନ୍ଦାଜ କମେଡି ମାଧ୍ୟମରେ ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ହାସ୍ୟ ଅଭିନେତା ତଥା ୟୁଟୁବର ଗିରିଜା ଶଙ୍କର ପଣ୍ଡା । ଲକ୍ ଡାଉନ ସମୟରେ ୟୁଟୁବ ମାଧ୍ୟମରେ ଲୋକଙ୍କ ନିକଟରେ କାକା ନାମରେ ପରିଚିତ ହୋଇଥିବା ଗିରିଜା ବର୍ତ୍ତମାନ ମାହାଲ ମାଣ୍ଡା ମାଧ୍ୟମରେ ବେଶ୍ ପରିଚୟ ହାସଲ କରିଛନ୍ତି । ତାଙ୍କ ଅଭିନୟ ଦେଖି ଦର୍ଶକେ ଖୁବ୍ ପ୍ରଶଂସା କରୁଥିବା ସମୟରେ ଅନେକ ମଞ୍ଚରେ ଅତିଥି ଭାବରେ ଯୋଗ ଦେଉଛନ୍ତି ଗିରିଜା । ଏହି ଭିଡିଓଟିରେ ଦେଖିବାକୁ ମିଳିଛି ଗିରିଜା ଲାଇଭ୍ ପ୍ରଫର୍ମାନ୍ସ ଦେଉଥିବା ବେଳେ ମଞ୍ଚ ତଳେ ଦର୍ଶକମାନେ ବେଶ୍ ଝୁମିଛନ୍ତି ।

Video Thumbnail
Advertisement
Read More