Videos

Video: ଓଡ଼ିଆ ସିନେମା ଅଭିନେତ୍ରୀ ଅନୁଭାଙ୍କ ଭିଡିଓ ଭାଇରାଲ୍

Video: ଓଡ଼ିଆ ସିନେମା ଅଭିନେତ୍ରୀ ଅନୁଭା ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛନ୍ତି । କେବଳ ଅଭିନୟ ନୁହେଁ, ଅନୁଭା ଖୁବ ଉଚ୍ଚକୋଟିର ନୃତ୍ୟଶିଳ୍ପୀ । ଅନୁଭାଙ୍କ ଅନେକ ଗୀତ ସୁପରହିଟ୍ ହୋଇଛି । ସୋସିଆଲ ମିଡିଆ ମାଧ୍ୟମରେ ଅନୁଭା ଦର୍ଶକଙ୍କ ଭଲ ପାଇବା ସାଉଣ୍ଟିବା ପାଇଁ ବିଭିନ୍ନ ସମୟରେ ରିଲ୍ସ ଅପଲୋଡ କରୁଥିବା ଦେଖିବାକୁ ମିଳେ । ଅନୁଭାଙ୍କ ଏହି ଭିଡିଓ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି । 

Video Thumbnail
Advertisement
Read More