Videos

Varsha Priyadarshini: ଦୀର୍ଘ ଦିନ ପରେ ନୂଆ ଅବତାରରେ ନଜର ଆସିଲେ ବର୍ଷା, ଦେଖନ୍ତୁ Video

Varsha Priyadarshini: ବସ୍ ଫିଲ୍ମର ରିଲିଜ ପରେ କିଛିଦିନ ନିରବୀ ଯାଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଉ ଏବେ ପୁଣିଥରେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସମ୍ମନିତା ସମାଜସେବୀ ପରିବାର ପକ୍ଷରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବର୍ଷା । ଏକ ସୁନ୍ଦର ନାଲି ରଙ୍ଗର ଗାଉନ ପିନ୍ଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Video Thumbnail
Advertisement
Read More