Videos

Video: ଆଇଟମ୍ ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଶ୍ରଦ୍ଧା, ଦେଖନ୍ତୁ ଭିଡିଓ

Video: ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଅନେକ ଓଡ଼ିଆ ମ୍ୟୁଜିକ ଭିଡିଓରେ ନିଜର ପାରଦର୍ଶୀତା ଦେଖାଇଛନ୍ତି । ତାଙ୍କ ନିଆରା ନୃତ୍ୟକୁ ଖୁବ ପସନ୍ଦ କରନ୍ତି ଦର୍ଶକ । ପ୍ରଶଂସକମାନେ ଶ୍ରଦ୍ଧାଙ୍କ ଅଭିନକୁ ମଧ୍ୟ ଖୁବ ପସନ୍ଦ କରନ୍ତି । ଅନେକ ସିରିଏଲ ଏବଂ ସିନେମାରେ ଶ୍ରଦ୍ଧା ଅଭିନୟ କରିଥିବାବେଳେ ଆଗକୁ ମଧ୍ୟ ଦର୍ଶକଙ୍କ ପାଇଁ ଶ୍ରଦ୍ଧା କିଛି ଭିନ୍ନ କରି ଦେଖାଇବାର ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଶ୍ରଦ୍ଧାଙ୍କ ଏକ ରିଲ୍ସ ଖୁବ୍ ଭାଇରାଲ୍ ହୋଇଛି ।

Video Thumbnail
Advertisement
Read More