Videos

Viral Video: ଆଜି ଚୁଲବୁଲି ନାୟିକା ରିୟାଙ୍କ ଜନ୍ମଦିନ, ଦେଖନ୍ତୁ ସେ କେମିତି କରୁଛନ୍ତି ନିଜ ଜନ୍ମଦିନ ପାଳନ..

Viral Video: ଆଜି ହେଉଛି ଓଡ଼ିଆ ଅଭିନେତ୍ରୀ ରିୟା ଦେଙ୍କ ଜନ୍ମଦିନ। ସେ ନିଜର ଏହି ଖାସ୍ ଦିନଟିକୁ ଓଡ଼ିଆ ସିନେ ଜଗତର ଅନେକ କଳାକାରଙ୍କ ସହ ପାଳନ କରିଛନ୍ତି। ଏଥି ସହ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

Video Thumbnail
Advertisement
Read More