Videos

Riya Dey: BJDକୁ ଭୋଟ ଦେବାକୁ ଅଭିନେତ୍ରୀ ରିୟାଙ୍କ ଅପିଲ୍, ବୁଝାଇଲେ ମାନିଫେଷ୍ଟୋ ବିଷୟରେ

‘ମାଗଣା ବିଜୁଳି, ନବୀନଙ୍କ ଗ୍ୟାରେଣ୍ଟି’ । ରାଜ୍ୟରେ ବିଜେଡି ସରକାର ଆସିଲେ ଜୁଲାଇ ମାସରୁ ଆଉ ଆସିବ ନାହିଁ ବିଜୁଳି । ଏପରି ଗ୍ୟାରେଣ୍ଟି ଦେଇଛି ବିଜେଡି ସରକାର। ତେବେ ବିଜେଡି ପକ୍ଷରୁ ରିଲିଜ ହେଇଥିବା ମାନିଫେଷ୍ଟୋ କୁ ନେଇ ଓଲିଉଡ ଅଭିନେତ୍ରୀ ରିୟା ଦେ ଏହାର ମହତ୍ତ୍ୱ ଓ ବିଶେଷ୍ୱତ ବୁଝାଇ କହିଛନ୍ତି । ତେବେ ଆସନ୍ତୁ ଦେଖବା ଭିଡିଓ...

Video Thumbnail
Advertisement
Read More