Videos

Rani Panda: ରାଣୀପଣ୍ଡା ସେୟାର କଲେ Before/After ମେକଅପ୍ ସିନ୍, ଆପଣ ବି କରିପାରିବେନି ବିଶ୍ୱାସ

ଅଭିନେତ୍ରୀ ରାଣୀ ପଣ୍ଡାକୁ କିଏ ବା ନଜାଣେ। ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ଯେତିକି ପରିଚିତ ସେତିକି ସମାଜସେବା ପାଇଁ ମଧ୍ୟ ବେଶ ଫେମସ ରାଣୀ ପଣ୍ଡା । ତେବେ ଏକ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଯେଉଁଥିରେ ସେ ଏକ ମେକଅପ୍ ଭିଡିଓ ସେୟାର କରିଛନ୍ତି । ଏହାର ଅର୍ଥ ଏହି ମେକଅପ ଭିଡିଓର Before/After ସିନ୍ ସେୟାର କରିଛନ୍ତି ଅଭିନେତ୍ରୀ। ଯାହା ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି। ଏହି ଭିଡିଓ ରେ ରାଣୀ ପଣ୍ଡା ଖୁବ ସୁନ୍ଦର ମଧ୍ୟ ଦିଶୁଛନ୍ତି।

Video Thumbnail
Advertisement
Read More