Videos

Video: ଅଭିନେତ୍ରୀ ଚିକି ଏବଂ ବିଶ୍ୱରୂପାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍

Video: ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ନେହା ନାଗେଶ୍ୱରୀ ଏବଂ ବିଶ୍ୱରୂପା ପ୍ରାୟ ସମୟରେ ଏକାଠି ନଜର ଆସନ୍ତି । କେବଳ ବୃତ୍ତିଗତ ଜୀବନରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ଉଭୟେ ଖୁବ ନିକଟତର । ତେବେ ଦୁଇ ଅଭିନେତ୍ରୀଙ୍କ ରିଲ୍ସ ବର୍ତ୍ତମାନ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More