Videos

Lipi New Dance Video: ବ୍ଲାକ-ଗୋଲ୍ଡେନ ଶାଢୀରେ ଷ୍ଟନିଂ ଲୁକରେ ନଜର ଆସିଲେ ଲିପି, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହୁଥିବା ଅଭିନେତ୍ରୀ ଲିପି ମହାପାତ୍ର ଓଡ଼ିଶାର ଘରେ ଘରେ ପରିଚିତ । ଜୀ ସାର୍ଥକ ର ସବୁଠାରୁ ପପୁଲାର ସୋ ଦିଦି ନମ୍ବର ୱାନରେ ହୋଷ୍ଟ କରୁଛନ୍ତି ଲିପି । ଆଉ ଏହି ସୁଟିଂ ସେଟରୁ ଅନେକ ଭିଡିଓ ସେୟାର କରିଥାନ୍ତି ଲିପି। ନିକଟରେ ଏକ ବ୍ଲାକ ଗୋଲ୍ଡେନ ଶାଢୀ ପିନ୍ଧି ବଲିଉଡ ଗୀତରେ ରିଲ୍ସ କରିଛନ୍ତି ଲିପି । ଆପଣ ବି ଦେଖନ୍ତୁ ସେହି ଭିଡିଓ

Video Thumbnail
Advertisement
Read More