Videos

Jasmine Rath Video: ନିଜର ମନର ମଣିଷକୁ ପାଇଗଲେ ଅଭିନେତ୍ରୀ ଜାସ୍ମିନ! ଭିଡିଓ କଲେ ସେୟାର

ଅଭିନେତ୍ରୀ ଜାସ୍ମିନ ରଥଙ୍କୁ କିଏ ବା ନଜାଣେ। ଅନେକ ସିରିଏଲ ସହ ବିଭିନ୍ନ ଆଲବମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅଭିନେତ୍ରୀ ଜଣକ । ତେବେ ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଏଥିରେ ସେ ଏକ ପାର୍କରେ ବସି ନିଜର ମନର ମଣିଷ ପାଇଁ ଏକ ସୁନ୍ଦର ଅନୁଭବକୁ ବାଖ୍ୟା କରିଛନ୍ତି।

Video Thumbnail
Advertisement
Read More