Videos

Bidusmita Viral Video: ସୋସିଆଲ ମିଡିଆରେ ନିଆଁ ଲଗାଇଲା ବିଦୁସ୍ମିତାଙ୍କ ଏହି ଭିଡିଓ , ଆପଣ ଦେଖିଛନ୍ତି କି?

Bidusmita Viral Video: ଓଡିଆ ଅଭିନେତ୍ରୀ ବିଦୁସ୍ମିତା ଦାସ ମନ୍ତ୍ରୀ। ନିଜର ହଟ୍ ଲୁକ୍ ଓ ଦମଦାର୍ ଅଭିନୟ ପାଇଁ ଆଜି ସେ ଓଡିଆ ସିନେମା ଜଗତରେ ଜଣେ ଲୋକପ୍ରିୟ ନାୟିକା। ତାଙ୍କର ଦମଦାର୍ ଅଭିନୟ ଓ ଡାନ୍ସ ଲୋକଙ୍କୁ ପାଗଳ କରେ। ଏକାଧିକ ସିନେମାରେ ସେ ଆଇଟମ୍ ସଙ୍ଗ୍ ରେ ନଜର ଆସିଛନ୍ତି। ତେବେ, ଏହାରି ଭିତରେ ବିଦୁସ୍ମିତାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦେଖନ୍ତୁ...

Video Thumbnail
Advertisement
Read More