Videos

Hanuman Jayanti: ହନୁମାନ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ରାଲି କୁ ନାଁ

ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ରାଲି କୁ ନାଁ | ହନୁମାନ ଜୟନ୍ତୀ ଅବସରରେ ଏଥର ହେବ ନାହିଁ ରାଲି | ଆଜି ହନୁମାନ ଜୟନ୍ତୀ ଶାନ୍ତି କମିଟି ବୈଠକ ରେ ଏହି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ | ନିର୍ବାଚନ ଓ ଗତବର୍ଷ ର ଘଟଣା କୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆଯାଇଥିବା ସୂଚନା ଦେଇଥିଲେ ଜିଲ୍ଲାପାଳ ଓ ଏସ ପି | ଏହି ଶାନ୍ତି କମିଟି ବୈଠକ ରେ ସରକାରୀ ଅଧିକାରୀ ଙ୍କ ସହ ସହରର ବିଭିନ୍ନ କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ |

Video Thumbnail
Advertisement
Read More