Hindi News >>Home >>Videos
Videos

Naveen Patnaik: ସଂସଦରେ କଠୋର ଆଭିମୁଖ୍ୟ ରଖିବ BJD’ ନବୀନ ଦେଲେ ଗୁରୁମନ୍ତ୍ର

ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ । ବୈଠକ ପରେ ସାଂସଦଙ୍କ ପ୍ରତିକ୍ରିୟା ଏହା ଯେ, ‘ସଂସଦରେ କଠୋର ଆଭିମୁଖ୍ୟ ରଖିବ BJD’, ‘ଲଢେଇ ଆର ପାର ହେବ, ବିରୋଧୀ ଦଳ ଭୂମିକାରେ ବସିବ BJD’‘ ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ #BJD ‘ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱ ଓ ଯୋଗାଯୋଗ ପ୍ରସଙ୍ଗ ଉଠାଇବ ବିଜେଡି’

|Jun 24, 2024, 05:39 PM
Video Thumbnail
Advertisement

More Videos