Videos

Nisa Moharana: ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ, ରାତି ଅଧରେ ବନ୍ଦ ହେଲା ଯାତ୍ରା

ଯାତ୍ରା ପେଣ୍ଡାଲରେ ନିଶା ମହାରଣାଙ୍କ ନୃତ୍ୟ ପରିବେଷଣକୁ ନେଇ ତୁମୁଳକାଣ୍ଡ। ରାତି ଅଧରେ ବନ୍ଦ ହେଲା ଯାତ୍ରା ପରିବେଷଣ। ଯାତ୍ରା ଚାଲୁଥିବା ସମୟରେ ମଞ୍ଚ ନିକଟରେ ପହଞ୍ଚିଥିଲେ ନିଶା ମହାରଣା। ତେବେ ଏହାକୁ ନେଇ ଅଭିନେତା ଓ ଅଭିନେତ୍ରୀ ବିରୋଧ କରିଥିଲେ। ଯାହାକୁ ନେଇ ତୁମୁଳକାଣ୍ଡ ଦେଖାଦେଇଥିଲା। ଏପରିକି ଯାତ୍ରା ପାର୍ଟିର କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଦେଖନ୍ତୁ ଓ ଶୁଣନ୍ତୁ କଣ କହୁଛନ୍ତି ଯାତ୍ରା କଳାକାର...

Video Thumbnail
Advertisement
Read More