Videos

Asian Games: ସ୍ୱର୍ଣ୍ଣ-ରୌପ୍ୟ ପଦକ ଜିତିବା ପରେ ଏପରି ସେଲିବ୍ରେସନ୍ କଲେ ନୀରଜ ଓ କିଶୋର, ଭିଡିଓ ଭାଇରାଲ୍

Neeraj Chopra and Kishore Jena celebrate after winning gold-silver medals: ୨୦୧୮ ଏସିଆନ୍ ଗେମ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଫାଇନାଲ ମଧ୍ୟ ଓଡ଼ିଆ ପୁଅ କିଶୋର ଜେନା ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ଏହା ପରେ ଦୁଇଜଣ ମିଶି ବିଜୟକୁ ସେଲିବ୍ରେସନ କରିଥିଲେ । ଯାହାର ଭିଡିଓ ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More