Videos

Video: ପାର୍ବଣର ପବିତ୍ର ଲଗ୍ନରେ ଦର୍ଶକଙ୍କ ମନକୁ କିଣିଲେ ଓଲିଉଡ ଅଭିନେତ୍ରୀ ଶୀତଲ

Video: ଶାରଦୀୟ ଦୁର୍ଗାପୂଜା ଅବସରରେ ଓଲିଉଡର ଅନେକ ସେଲିବ୍ରେଟି ନିଜକୁ ସଜ୍ଜିତ କରି ବିଭିନ୍ନ ପ୍ରକାରର କଳା ଦେଖାଇ ଦର୍ଶକଙ୍କ ନିକଟରେ ପହଞ୍ଚିଛନ୍ତି । ଏହି କ୍ରମରେ ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ମଧ୍ୟ ଏକ ନିଆରା ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଭିଡିଓଟିରେ ଅନେକ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି । ଲୋକମାନେ ଶୀତଲଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଶୀତଲଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More