Hindi News >>Home >>Videos
Videos

VK Pandian: କର୍ମୀଙ୍କ ଘା'ରେ ଲୁଣ ମାରିଲେ ନବୀନ, କହିଲେ ପାଣ୍ଡିଆନ କରିଛନ୍ତି Excellent କାମ

Naveen Patnaik: ଭୁବନେଶ୍ୱର: ରାଜ୍ୟରେ ବିଜୁ ଜନତା ଦଳର ଲଜ୍ଜା ଜନକ ପରାଜୟ ପରେ ବିଜୁ ଜନତା ଦଳର ମଙ୍ଗୁଆଳ ତଥା ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ଏକ ରକମର ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ନବୀନ ପଟ୍ଟନାୟକ। ଦୁଇ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି କି ତାଙ୍କର ଉତ୍ତରାଧିକାରୀ ରାଜ୍ୟବାସୀ ବାଛିବେ। ରାଜନୀତିରେ ହାରଜିତ ଲାଗି ରୁହେ ବୋଲି ଶ୍ରୀ ପଟ୍ଟନାୟକ।

|Jun 08, 2024, 05:26 PM
Video Thumbnail
Advertisement

More Videos