Videos

BJD Candidate List: ତୃତୀୟ ପର୍ଯ୍ୟାୟରେ ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ବିଜେଡି ତରଫରୁ ୨୦୨୪ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି କ୍ରମରେ ଦଳ ଏଥର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରେଙ୍ଗାଲି- ସୁଦର୍ଶନ ହରିପାଲ ରାଉରକେଲା- ସାରଦା ନାୟକ ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ କେନ୍ଦୁଝର- ମୀନା ମାଝୀ ରାଇରଙ୍ଗପୁର- ରାଇସିନ୍ ମୁର୍ମୁ ବାଲେଶ୍ୱର- ସ୍ୱରୂପ ଦାସ ବାରବାଟୀ କଟକ- ପ୍ରକାଶ ବେହେରା ସାଲେପୁର- ପ୍ରଶାନ୍ତ ବେହେରା ଜୟଦେବ- ନବକିଶୋର ମଲ୍ଲିକ

Video Thumbnail
Advertisement
Read More