Videos

Naag Panchami: ଶ୍ରାବଣ ସୋମବାରରେ ଭୋଳାବାବାଙ୍କ କରନ୍ତୁ ଦର୍ଶନ, ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ

ଆଜି ହେଉଛି ପବିତ୍ର ନାଗପଞ୍ଚମୀ । ଶ୍ରାବଣ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ ଭାବେ ପାଳନ କରାଯାଏ। ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ଦ୍ବାରା ଜାତକରେ ଥିବା କାଳ ସର୍ପ ଦୋଷ ଦୂର ହୋଇଥାଏ । ତେବେ ଏହି ପବିତ୍ର ଦିନରେ ଦେଖନ୍ତୁ ଏହି ଭିଡ଼ିଓ କିପରି ଏକ ନାଗ ଦେବତା ଶିବଲିଙ୍ଗ ନିକଟକୁ ଯାଇ ସେଠାରେ ବସୁଛନ୍ତି । 

 

Video Thumbnail
Advertisement
Read More