Videos

UP constable's video: ଭଉଣୀର ମୃତ୍ୟୁ ପରେ ବି ମିଳିଲାନି ଛୁଟି, ପୋଲିସ କନେଷ୍ଟବଳ କହିଲେ ଆମେ କଣ

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ଉତ୍ତରପ୍ରଦେଶର ବାଗପାତ ପୋଲିସ ବିଭାଗର ଜଣେ ପୋଲିସ କନଷ୍ଟେବଳ ତାଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି। କନଷ୍ଟେବଳ କହିଛନ୍ତି ଯେ, ପୋଲିସ କର୍ମଚାରୀଙ୍କ ଜୀବନ ପ୍ରତି ବିଭାଗ କମ୍ ଚିନ୍ତା କରୁଛି। ସେ କହୁଛନ୍ତି ଯେ, “ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ପୋଲିସ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା କିଛି ପ୍ରସଙ୍ଗକୁ ଆଲୋକିତ କରିବା। ଗତ ୨ ବର୍ଷରେ ଅତି କମରେ ୧୦ ରୁ ୧୨ କନଷ୍ଟେବଳ ୟୁପିରେ ଆତ୍ମହତ୍ୟା କରିଛନ୍ତି। ଏହାର କାରଣ ହେଉଛି ଛୁଟି ନମିଳିବା।

Video Thumbnail
Advertisement
Read More