Videos

Muharram Matam Rally: ମାତମ୍ ଶୋଭାଯାତ୍ରା, ନିଜ ଶରୀରରକୁ କ୍ଷତ କରି ପର୍ବ ପାଳିଲେ ଜଟଣୀ ସିଆ ସମ୍ପ୍ରଦାୟର ମୁସଲମାନ

muharram matam rally at Khordha Jatani, Video Surfaces । ପ୍ରୋପେଡ ମହମ୍ମଦଙ୍କ ନାତିର ବଳିଦାନକୁ ମନେ ପକାଇ ମାତମ୍ ଶୋଭାଯାତ୍ରାରେ ନିଜ ଦେହକୁ କ୍ଷତ କରି ସମ୍ମାନ ଜଣାଇଲେ ଜଟଣୀ ସିଆ ସମ୍ପ୍ରଦାୟର ମୁସଲମାନ ଭାଇଭଉଣୀ ମାନେ। ଆଜି ଦେଶର ବିଭିନ୍ନ ଅଞ୍ଚଳରେ ମହରମ ପର୍ବ ପାଳନ କରାଯାଉଛି। ମୁସଲମାନ ଭାଇ ଭଉଣୀ ମାନେ ଏହି ପର୍ବକୁ ଅତି ଆନନ୍ଦର ସହ ପାଳନ କରୁଛନ୍ତି।

Video Thumbnail
Advertisement
Read More