Videos

ଟ୍ରାକ୍ଟରରେ ହଳ କରୁଛନ୍ତି ଧୋନି, ଦେଖନ୍ତୁ ଭିଡିଓ

In a new video shared four hours back, Mr Dhoni can be seen driving a tractor to plough the field at his farmhouse in Ranchi.

MS Dhoni plough the field: ଦୁଇ ବର୍ଷର ବ୍ୟବଧାନ ପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଇନଷ୍ଟାଗ୍ରାମକୁ ଫେରିଛନ୍ତି । କିଛି ଘଣ୍ଟା ପୂର୍ବରୁ ସେୟାର କରିଥିବା ଏକ ନୂଆ ଭିଡିଓରେ ଏମଏସ ଧୋନି ରାଞ୍ଚିରେ ଥିବା ତାଙ୍କ ଫାର୍ମହାଉସରେ କ୍ଷେତରେ ଟ୍ରାକ୍ଟରରେ ହଳ କରିବାଥିବାର ଦେଖିବାକୁ ମିଳୁଛି ।

Video Thumbnail
Advertisement
Read More