Videos

MS Dhoni Napping: ବିମାନରେ ଶୋଇଥିବା ଅବସ୍ଥାରେ ଧୋନିଙ୍କ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ...

MS Dhoni Napping On Flight, Video Goes Viral । ଭାରତୀୟ କ୍ରିକେଟର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍ସ ଫଲୋଅର୍ସ ଅଗଣିତ । ତାଙ୍କର ଟିକିଏ ଝଲକ ପାଇଁ ଲାଗିଥାଏ ପ୍ରବଳ ଗହଳି। ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନରେ ଶୋଇଥିବା ସମୟରେ ସେହି ବିମାନର ଜଣେ ଫ୍ଲାଇଟ ଆଟେଣ୍ଡାଣ୍ଟ ବା ଏୟାର ହଷ୍ଟେଜ୍ ତାଙ୍କର ଭିଡିଓ ଲୁଚି ଲୁଚି ସୁଟ୍ କରିଛନ୍ତି ଯାହାର ଏକ ସୁନ୍ଦର କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି।

Video Thumbnail
Advertisement
Read More