Videos

Pranab Prakash Das: KGF ଷ୍ଟାଇଲରେ ବବି ଦାସଙ୍କ ପ୍ରଚାର, ମୈଦାନରେ ଫୁଲ ବର୍ଷା

ସମ୍ବଲପୁର ଲୋକସଭା ଆସନରୁ ଲଢିବେ ପ୍ରଣବ ପ୍ରକାଶ ଦାସ । ଦିନରାତି ପରିଶ୍ରମ କରି ସେ ଓଡିଶାର ବିକାଶ ପାଇଁ କାମ କରୁଛନ୍ତି। ଓଡିଶାବାସୀ ନିଶ୍ଚିତ ଭାବେ ଆପଣଙ୍କର ଏହି କାମକୁ ମନ ରଖିବେ ବୋଲି ବିଶ୍ବାସ। ତେବେ ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଏବେ ଦିନରାତି ପ୍ରଚାରରେ ଲାଗିପଡ଼ିଛନ୍ତି ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସ। ନିଜ ପ୍ରଚାର ଓ ଭିଡିଓ ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ । ଆପଣ ବି ଦେଖନ୍ତୁ...

Video Thumbnail
Advertisement
Read More