Videos

Mo Bus: ସମ୍ବଲପୁରରୁ ଗଡ଼ିଲା 'ମୋ ବସ', ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର ରୁ ଗଡ଼ିଲା ମୋ ବସ | ଭରଚୁଆଲ ମୋଡ଼ ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପ୍ରଥମ ପର୍ଯ୍ୟାୟ ରେ ୧୫ ଟି ବସ ସହ ଶୁଭାରମ୍ଭ କରାଯାଇଥିବା ବେଳେ ଆଗକୁ ଆହୁରି ବସ ଆସିବ ବୋଲି ସୂଚନା ଦେଇଥିଲେ ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ | ଏବେ ହୀରାକୁଦ ବୁର୍ଲା ସମ୍ବଲପୁର ସହ ଆଖପାଖ ଅଂଚଳ ରେ ଏହି ମୋ ବସ ସେବା ମିଳୁଥିବା ବେଳେ ଆଗାମୀ ସମୟ ରେ ଆହୁରି ବସ ଯୋଗାଇ ଦିଆଯିବ ବୋଲି କୁହାଯାଇଛି | ସୁଲଭ ମୂଲ୍ୟ ରେ ଏହି ବସ ସେବା ମିଳୁଥିବା ରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି|

Video Thumbnail
Advertisement
Read More