Videos

ଜଳିଗଲା 'ମୋ ବସ'

ଜଳିଗଲା ମୋ ବସ। ରାଉରକେଲାର ଝିର୍ ପାଣିରୁ ବେଦବ୍ୟାସ ଯାଉଥିବା ମୋ ବସ୍ ରାସ୍ତା ଉପରେ ଜଳିଯାଇଛି। ବେଦବ୍ୟାସ ନିକଟ ଟିସିଆଇ ଛକ ନିକଟରେ ଶନିବାର ଏଭଳି ଘଟଣା ଘଟିଥିଲା। ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

Video Thumbnail
Advertisement
Read More